ସ୍ୱାସ୍ଥ୍ୟ

ସୌନ୍ଦର୍ଯ୍ୟ ବଢାଇବ ଲୁଣ ପାଣି

ସତ୍ୟଶିଖା (ଭୁବନେଶ୍ୱର) ୧୦,୧୧,୨୦୨୩: ସୁନ୍ଦର ଦେଖାଯିବା ପାଇଁ କାହାକୁ ବା ଭଲ ଲାଗେନି। ସମସ୍ତେ ଚାହାନ୍ତି ସୁନ୍ଦର ଦେଖାଯିବା ପାଇଁ। ଆଉ ସେଥିପାଇଁ ବିଭିନ୍ନ ପ୍ରକାରର ପ୍ରଡକ୍ଟ ବ୍ୟବହାର କରନ୍ତି। ଭିନ୍ନ ଭିନ୍ନ ଋତୁରେ ଭିନ୍ନ ଭିନ୍ନ ପ୍ରଡକ୍ଟ, ଲୋକେ ଚିନ୍ତା ପ୍ରକଟ କରନ୍ତି। ତେବେ ଆପଣ କଣ ଜାଣିଛନ୍ତି କି ତ୍ୱଚା ପାଇଁ ଲାଭ ଦାୟକ ହୋଇଥାଏ ଲୁଣ।

ବେଳେବେଳେ ତ୍ୱଚାର ସମସ୍ୟା ପାଇଁ ଲୋକଙ୍କ ସାମ୍ନାରେ ଲଜ୍ଜିତ  ହେବାକୁ ପଡିଥାଏ। ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ଲୁଣ ପାଣି ବହୁତ ଲାଭଦାୟକ ହୋଇଥାଏ। ଜାଣନ୍ତୁ କିପରି ବ୍ୟବହାର କରିବେ ଲୁଣ ପାଣି।

  • ପ୍ରଥମେ ସ୍ୱଚ୍ଛ ପାଣିକୁ ଫୁଟାଇ ଦିଅନ୍ତୁ ଏବଂ ଏଥିରେ ଲୁଣ ମିଶାନ୍ତୁ। ଏହାପରେ ଏକ ବୋତଲରେ ରଖନ୍ତୁ।
  • ସ୍ପ୍ରେ ବୋତଲ ସାହାଯ୍ୟରେ ମୁହଁରେ ସ୍ପ୍ରେ କରି ବ୍ୟବହାର କରିପାରିବେ।
  • ଲୁଣ ପାଣିରେ ବ୍ୟାକ୍ଟେରିଆକୁ ଅବଶୋଷଣ କରିବାର ଗୁଣ ମିଳିଥାଏ,ଯାହା କେବଳ ତ୍ୱଚାର ଛିଦ୍ରକୁ କମ୍ କରିବାରେ ଉପଯୋଗୀ ହୋଇଥାଏ ବରଂ ତ୍ୱଚାରେ ଟାଇଟନେସ ମଧ୍ୟ ଆଣିଥାଏ।
  • ପ୍ରତିଦିନ ଲୁଣ ପାଣିରେ ମୁହଁ ଧୋଇଲେ ତ୍ୱଚା ଉଜ୍ଜ୍ୱଳ ଦେଖାଯାଏ।

 

Show More
Back to top button