ସତ୍ୟଶିଖା(ଭୁବନେଶ୍ୱର) ୨୦.୦୭.୨୦୨୧: ରାଜ୍ୟରେ ଖରା ଜାରି ରହିଛି। ଏହାସହ ପ୍ରବଳ ଗୁଳୁଗୁଳି ହେଉଛି। ତେବେ ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।…