ଉଡିଗଲା ନୀଳଚକ୍ର ବାନା | Satyasikha


ପୁରୀ(ସତ୍ୟଶିଖା): ‘ଅମ୍ଫାନ’ ମହାବାତ୍ୟା ପୂର୍ବରୁ ପବନରେ ଉଡ଼ିଗଲା ଶ୍ରୀମନ୍ଦିର ପତିତପାବନ ବାନା। ତେବେ ନୀଳଚକ୍ରରେ ଅନ୍ୟ ବାନା ଥିବାରୁ ମହାପ୍ରଭୁଙ୍କର ନୀତିକାନ୍ତିରେ କୌଣସି ଅସୁବିଧା ହୋଇନାହିଁ। ବାନା ଉଡ଼ିବାର କିଛି ସମୟ ପରେ ଚୂନରା ସେବାୟତ ତୁରନ୍ତ ବାନା ଲଗାଇ ଦେଇଥିଲେ। ତେବେ ଚୂନରା ସେବକଙ୍କ ମତରେ ମହାପ୍ରଭୁ ବିପଦ ଟାଳିବା ପାଇଁ ଏଭଳି ତାଙ୍କ ବାନା ଉଡାଇ ଦେଇଛନ୍ତି। ଏହା ପୂର୍ବରୁ ମଧ୍ୟ ଅନେକ ଥର ପବନରେ ପତିତପାବନା ଉଡ଼ିଥିବାର ନଜିର ରହିଛି।
ଆହୁରି ପଢ଼ନ୍ତୁ
‘Patitapabana bana’, the holy flag fixed atop Nilachakra of #Puri Jagannath Temple snaps off; Chunara servitors immediately fix a new bana (flag); rituals at Srimandir unhampered #Odisha pic.twitter.com/1JVjr3FFtI
— OTV (@otvnews) May 18, 2020
[ad_2]