ସତ୍ୟଶିଖା (ଭୁବନେଶ୍ୱର) ୨୩.୦୬.୨୦୨୨: ଭୁବନେଶ୍ୱର ସ୍ଥିତ ଦିବ୍ୟାଙ୍ଗଜନଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର (ଏନ୍ସିଏସ୍ସିଡିଏ) ପକ୍ଷରୁ ଆସନ୍ତା ୨୪ ତାରିଖରେ ଭୁବନେଶ୍ୱର ପୋଖରୀପୁଟ ଗଣ୍ଡମୁଣ୍ଡା ଠାରେ…