ଜୀବନମନ୍ତ୍ରନିଯୁକ୍ତିନ୍ୟୁଜ୍ରାଜ୍ୟଶିକ୍ଷା

ନିୟମିତ ହେଲେ ୩ ହଜାର ୮୮୪ ଶିକ୍ଷକ

ସତ୍ୟଶିଖା (ଭୁବନେଶ୍ୱର) ୨୦/୦୧/୨୦୨୧ : ରାଜ୍ୟର ୩ ହଜାର ୮୮୪ ଶିକ୍ଷକଙ୍କୁ ନିୟମିତ କରାଯାଇଛି । ୩୦ ଜିଲାର ମାଧ୍ୟମିକ ବିଦ୍ୟାଳୟ ତଥା ହାଇସ୍କୁଲରେ କାର୍ୟ୍ୟରତ ୩୮୮୪ଜଣ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନିୟମିତ କରିବାକୁ ରାଜ୍ୟ ସରକାର ମଙ୍ଗଳବାର ନିଷ୍ପତ୍ତି ନେଇଛନ୍ତି । ନିଯୁକ୍ତି ହେବାର ୬ବର୍ଷ ପୂରଣ କରିଥିବାରୁ ଏହି ଶିକ୍ଷକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିୟମିତ କରାଯାଇଛି । ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନିୟମିତ କରିବା ପାଇଁ ଦୀର୍ଘ ଦିନ ଧରି ଦାବି ହେଉଥିଲା ।

Show More
Back to top button