ସତ୍ୟଶିଖା( କଲମ୍ବୋ )୨୨.୦୭ . ୨୦୨୨: ଦିନେଶ ଗୁଣବର୍ଦ୍ଧନେ ଶ୍ରୀଲଙ୍କାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଏ ସମ୍ପର୍କରେ ରାଷ୍ଟ୍ରପତି ରନିଲ ବିକ୍ରମସିଙ୍ଘେଙ୍କ ଘୋଷଣାକୁ ଅପେକ୍ଷା କରାଯାଇଛି।…