centre bottom
-
ରାଜନୀତି
ଅନୁଗୋଳରେ ସ୍ଥାପନ ହେଉ ସିଟିଟିସିର ସମ୍ପ୍ରସାରଣ କେନ୍ଦ୍ର : ଧର୍ମେନ୍ଦ୍ର
ଭୁବନେଶ୍ୱର(ସତ୍ୟଶିଖା): ଭୁବନେଶ୍ୱରରେ ଥିବା କେନ୍ଦ୍ର ଟୁଲରୁମ୍ ଓ ତାଲିମ କେନ୍ଦ୍ର(ସିଟିଟିସି)ର ଏକ ସମ୍ପ୍ରସାରଣ କେନ୍ଦ୍ର ଅନୁଗୋଳଠାରେ ସ୍ଥାପନ କରିବା ନିମନ୍ତେ କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ନୀତୀନ ଗଡକରୀଙ୍କୁ…
ଅଧିକ ଖବର ପଢନ୍ତୁ » -
ଦେଶ
କରୋନା ପାଇଁ ଶିରିଡ଼ି ସାଇ ବାବଙ୍କ ମନ୍ଦିର ବନ୍ଦ ହେଲା
ମୁମ୍ବାଇ: କରୋନା ଭାଇରସର ପ୍ରଭାବ ଏବେ ପ୍ରସିଦ୍ଧ ଶିରିଡ଼ି ସାଇ ବାବାଙ୍କ ମନ୍ଦିର ଉପରେ ପଡ଼ିଛି। କରୋନା ଭାଇରସକୁ ଦୃଷ୍ଟିରେ ରଖି ସାଇ ବାବଙ୍କ ମନ୍ଦିରକୁ ବନ୍ଦ…
ଅଧିକ ଖବର ପଢନ୍ତୁ » -
ଦେଶ
ଇଟାଲୀରେ ପୁଣି ୩୪୯ ଜଣଙ୍କ ମୃତ୍ୟୁ, ବିଶ୍ୱରେ ମୃତ୍ୟୁସଂଖ୍ୟା ୭ ହଜାର ୪ ଶହ ଡେଇଁଲା
ବେଜିଂ: ୟୁରୋପୀୟ ଦେଶ ଇଟାଲୀରୁ କରୋନାର ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ଚାଇନାରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ସମଗ୍ର ଇଟାଲୀକୁ ଗ୍ରାସ କରିବାରେ ଲାଗିଛି। ଇଟାଲୀରେ…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
କରୋନା ପାଇଁ ଭତ୍ତାଧାରୀଙ୍କୁ ଏକସଙ୍ଗେ ୪ ମାସର ଭତ୍ତା
ଭୁବନେଶ୍ୱର(ସତ୍ୟଶିଖା): ମାରାତ୍ମକ କରେନା ଭାଇରସର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଥିବାବେଳେ ସାମାଜିକ ସୁରକ୍ଷା ଅନ୍ତର୍ଗତ ମାସିକ ଭତ୍ତା ବା ପେନସନ ପାଉଥିବା ହିତାଧିକାରୀମାନଙ୍କୁ…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ବନ୍ଦ ରହିଲା ସପିଂମଲ୍, ହାଟରେ ଜାରି ହେଲା ୧୪୪ ଧାରା
ଝାରସୁଗୁଡା(ସତ୍ୟଶିଖା): ଓଡ଼ିଶାରେ ପ୍ରଥମ ‘କରୋନା’ ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସତର୍କ ହୋଇଛନ୍ତି। ଏଥିପାଇଁ ଜାରି କରିଛନ୍ତି ସ୍ୱତନ୍ତ୍ର ଗାଇଡ୍ଲାଇନ୍। ଏହାକୁ ପାଳନ କରିବାକୁ…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ହାଇକୋର୍ଟରେ କେବଳ ଜରୁରୀ ମାମଲାର ହେବ ଶୁଣାଣି
କଟକ (ସତ୍ୟଶିଖା): କରୋନା ଭାଇରସ୍ ପାଇଁ ଓଡ଼ିଶା ହାଇକୋର୍ଟ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ହାଇକୋର୍ଟରେ କେବଳ ଜରୁରୀ ମାମଲା ଶୁଣାଣି କରାଯିବ ବୋଲି ଜୁଡିସିଆଲ ରେଜଷ୍ଟ୍ରାରଙ୍କ…
ଅଧିକ ଖବର ପଢନ୍ତୁ » -
ଦେଶ
ମାର୍ଚ୍ଚ ୩୧ ଯାଏ ବନ୍ଦ ରହିବ ସମସ୍ତ ଐତିହ୍ୟ ସ୍ଥଳ
ନୂଆଦିଲ୍ଲୀ: ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ବା ଏଏସ୍ଆଇ ଅଧୀନରେ ଥିବା ସମସ୍ତ ଐତିହ୍ୟ ସ୍ଥଳ ବା କୀର୍ତ୍ତିରାଜି ଆସନ୍ତା ମାର୍ଚ୍ଚ ୩୧ ଯାଏ ବନ୍ଦ ରହିବ।…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
କରୋନା ପାଇଁ ସବୁ ସହରାଞ୍ଚଳରେ ଖୋଲିବ କ୍ୱାରେଣ୍ଟାଇନ୍ ସେଣ୍ଟର
ଭୁବନେଶ୍ୱର(ସତ୍ୟଶିଖା): ମାରାତ୍ମକ କରେନା ଭାଇରସର ମୁକାବିଲା ପାଇଁ ରାଜ୍ୟର ସହରାଞ୍ଚଳଗୁଡ଼ିକରେ ଅଧିକ ସଂଖ୍ୟକ କ୍ୱାରେଣ୍ଟାଇନ୍ ସେଣ୍ଟର ଖୋଲାଯିବ। ସହରରେ ଥିବା କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର, ବାତ୍ୟା…
ଅଧିକ ଖବର ପଢନ୍ତୁ » -
ଦେଶ
ରାଜ୍ୟସଭା ଯିବେ ଜଷ୍ଟିସ୍ ଗୋଗୋଇ, ରାଷ୍ଟ୍ରପତି କଲେ ମନୋନୟନ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ରାଜ୍ୟସଭା ଯିବେ। ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସଂସଦର ଉଚ୍ଚତମ ସଦନକୁ ମନୋନୀତ କରିଥିବା…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
କରୋନା ମୁକାବିଲା ପାଇଁ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ୨୨୫ କୋଟି ମଞ୍ଜୁର
ଭୁବନେଶ୍ୱର(ସତ୍ୟଶିଖା): ବିଶ୍ୱ ମହାମାରୀ ‘କରୋନା’ ଭାଇରସର ମୁକାବିଲା ନିମନ୍ତେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ୨୨୫କୋଟି ଟଙ୍କା ମଞ୍ଜୁର କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି…
ଅଧିକ ଖବର ପଢନ୍ତୁ »









