centre bottom
-
ରାଜ୍ୟ
ଲକଡାଉନ୍ ସତ୍ତ୍ୱେ ୨୦ରୁ କୋହଳ ହେବ ଅଧିକାଂଶ ସେବା, ଏସଓପି ଜାରି
ଭୁବନେଶ୍ୱର(ସତ୍ୟଶିଖା): କରୋନା ସଂକ୍ରମଣ ରୋକିବା ପାଇଁ ମେ’ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଅବଧି କାର୍ଯ୍ୟକ୍ଷମ ଥିଲେ ମଧ୍ୟ ଆସନ୍ତା ୨୦ତାରିଖରୁ ରାଜ୍ୟ ସରକାର ଅନେକ ସେବାକୁ…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ଚିରନିଦ୍ରାରେ ସାରସ୍ୱତ ସାଧକ ଡ. ରତ୍ନାକର ଚଇନି
କଟକ (ସତ୍ୟଶିଖା): ବିଶିଷ୍ଟ ସାରସ୍ୱତ ସାଧକ ତଥା ଓଡ଼ିଆ ଅଧ୍ୟାପକ ଡ. ରତ୍ନାକର ଚଇନିଙ୍କ ପରଲୋକ ହୋଇଛି। କଟକ ସ୍ଥିତ ତାଙ୍କ ବାସ ଭବନ ଶ୍ରୀ ନିକେତନରେ…
ଅଧିକ ଖବର ପଢନ୍ତୁ » -
ଦେଶ
ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୪ ହଜାର ତବଲିଗି ଜମାତ୍ ସହ ଜଡ଼ିତ
ନୂଆଦିଲ୍ଲୀ: ଶନିବାର ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି, ଭାରତରେ ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ସିଂହଭାଗ ତବଲିଗି ଜମାତ ଧାର୍ମିକ କାର୍ଯ୍ୟକ୍ରମ ସହ ଜଡ଼ିତ। ଏହି…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
‘କାଲିଠାରୁ ବୁର୍ଲା ଭିମ୍ସାରରେ ହେବ କୋଭିଡ୍ ସାମ୍ପଲ ଟେଷ୍ଟ’
ଭୁବନେଶ୍ୱର(ସତ୍ୟଶିଖା): ଆସନ୍ତାକାଲିଠାରୁ ବୁର୍ଲା ଭିମ୍ସାରରେ ହେବ କୋଭିଡ ସାମ୍ପଲ ଟେଷ୍ଟ। ପୁଲ୍ ଟେଷ୍ଟକୁ ପ୍ରାଧାନ୍ୟ ଦିଆଯିବ। ଆଜି ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ।…
ଅଧିକ ଖବର ପଢନ୍ତୁ » -
ଦେଶ
ସ୍ୱିଜରଲ୍ୟାଣ୍ଡର ପାହାଡ଼ରେ ତ୍ରିରଙ୍ଗା ଦେଲା ଆଶାର ବାର୍ତ୍ତା
ଜେନେଭା: ବିବଧତାରେ ଏକତା, ଶୌର୍ଯ୍ୟ ଏବଂ ଶାନ୍ତିର ପ୍ରତୀକ ତ୍ରିରଙ୍ଗା ଏବେ ସ୍ୱିଜରଲ୍ୟାଣ୍ଡର ଏକ ପାହାଡ଼ରେ ଶୋଭାପାଉଛି। ସ୍ୱିଜରଲ୍ୟାଣ୍ଡର ମ୍ୟାଟରହର୍ଣ୍ଣ ନାମକ ଏକ ବୃହତ୍ ପର୍ବତ ତ୍ରିରଙ୍ଗାର…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ମାସ୍କ ପିନ୍ଧିନଥିବା ୩ ଅମାନିଆଙ୍କୁ ଧରିବାକୁ ଯାଇ ତହସିଲଦାର, ବିଡିଓ ଝାଳନାଳ
ଯାଜପୁର(ଗୁଲାମ୍ ଗସ୍): ‘କରୋନା’ ପାଇଁ ମାକ୍ସ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି। ଏହାର ଅବମାନନା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି। ଏହା ସତ୍ତ୍ୱେ…
ଅଧିକ ଖବର ପଢନ୍ତୁ » -
ସ୍ପେଶାଲ୍ ରିପୋର୍ଟ
କରୋନା ବିରୋଧରେ ଯୁଦ୍ଧ କରୁଛନ୍ତି କ୍ୟାନସର ରୋଗୀ
ବ୍ରହ୍ମପୁର (ଜଗନ୍ନାଥ ସାହୁ): କ୍ୟାନସରରେ ଆକ୍ରାନ୍ତ ହୋଇ ବି ସେ ହାର ମାନିନାହାନ୍ତି। କରୋନା କିଭଳି ତାଙ୍କ ଅଞ୍ଚଳରେ ନବ୍ୟାପିବ ସେନେଇ ଘରକୁ ଘର ବୁଲି ଲୋକଙ୍କୁ…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ରାଜ୍ୟରେ ଗତ ତିନି ଦିନରେ ଚିହ୍ନଟ ହୋଇ ନାହାନ୍ତି ଜଣେ ହେଲେ କରୋନା ପଜିଟିଭ୍
ଭୁବନେଶ୍ୱର (ସତ୍ୟଶିଖା): କରୋନା ନେଇ ରାଜ୍ୟବାସୀଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର। ସାରା ବିଶ୍ୱରେ ତଥା ଦେଶରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିବା…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ସେବା ଯୋଗାଇପାରିବେ ଓଲା ଓ ଉବେର, ରହିଛି ଏହି ସର୍ତ୍ତ
ଭୁବନେଶ୍ୱର(ସତ୍ୟଶିଖା): ଲକଡାଉନ ବେଳେ ଟ୍ୟାକ୍ସି ସେବା ଯୋଗାଇ ପାରିବେ ଓଲା ଓ ଉବେର ସଂସ୍ଥା। ତେବେ ଏମାନେ କେବଳ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ନେବା ଆଣିବା…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ଭଦ୍ରକରେ ଖୋଲିବ ବହି, ଷ୍ଟେସ୍ନାରୀ ଦୋକାନ
ଭଦ୍ରକ(ସତ୍ୟଶିଖା): ଭଦ୍ରକରେ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ବହି ଦୋକାନ। ଲକଡାଉନ ନିୟମକୁ କୋହଳ କରି ବହି ଓ ଷ୍ଟେସ୍ନାରୀ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ।…
ଅଧିକ ଖବର ପଢନ୍ତୁ »









