centre bottom
-
ରାଜ୍ୟ
ଓଡ଼ିଶାରେ କ୍ୱାରେଣ୍ଟାଇନ ବେଡ୍ ଅଭାବ ନାହିଁ: ମୁଖ୍ୟ ସଚିବ
ଭୁବନେଶ୍ୱର(ସତ୍ୟଶିଖା): ଓଡ଼ିଶାର କ୍ୱାରେଣ୍ଟାଇନ ମଡେଲକୁ ସମଗ୍ର ଦେଶରେ ପ୍ରଶଂସା ମିଳିଛି ଓ ରାଜ୍ୟରେ କ୍ୱାରେଣ୍ଟାଇନ ବେଡ୍ ଅଭାବ ନାହିଁ ବୋଲି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ…
ଅଧିକ ଖବର ପଢନ୍ତୁ » -
ଦେଶ
କରୋନା ମୃତ୍ୟୁସଂଖ୍ୟାରେ ରେକର୍ଡ କଲା ମହାରାଷ୍ଟ୍ର, ଗୋଟିଏ ଦିନରେ ୯୭ ମୃତ
ମୁମ୍ବାଇ: ମହାମାରୀ କରୋନା ଯୋଗୁ ମହାରାଷ୍ଟ୍ର ସ୍ଥିତି ଭୟଙ୍କର ହେବାରେ ଲାଗିଛି। ପୂର୍ବରୁ ରେକର୍ଡ ସଂଖ୍ୟକ କରୋନା ପଜିଟିଭ ଚିହ୍ନଟ ହେଉଥିବା ବେଳେ ଏବେ ମୃତ୍ୟୁସଂଖ୍ୟା ପୂର୍ବ…
ଅଧିକ ଖବର ପଢନ୍ତୁ » -
ଦେଶ
ଘନେଇଲା ଚାଇନା ସହ ବିବାଦ: ଏନଏସଏ ଓ ୩ ସେନାମୁଖ୍ୟଙ୍କ ସହ ମୋଦିଙ୍କ ଜରୁରୀ ବୈଠକ
ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ତୀବ୍ର ହେବାରେ ଲାଗିଛି। ଲଦାଖ ସୀମାରେ ଚାଇନାର ସେନାର ଆକ୍ରମଣାତ୍ମକ କାର୍ଯ୍ୟକଳାପ ଭାରତ…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ଓଡ଼ିଶାରେ କେବେ ଚାଲିବ ବସ୍? କାଲି ନିଷ୍ପତ୍ତି ନେବ ସଂଘ
ଭୁବନେଶ୍ୱର(ସତ୍ୟଶିଖା): ରାଜ୍ୟରେ କେବେ ଚାଲିବ ଘରୋଇ ବସ୍? ସେନେଇ ଆସନ୍ତାକାଲି ନିଷ୍ପତ୍ତି ହେବ। କାଲି ବସ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ଏ ନେଇ ନିଷ୍ପତ୍ତି…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ଗୃହିଣୀଙ୍କ ପାଇଁ ଓଟିଡିସି ଆରମ୍ଭ କଲା ରିଏଲିଟି ଶୋ’
ଭୁବନେଶ୍ୱର(ସତ୍ୟଶିଖା): ଓଡ଼ିଶାର ପାରମ୍ପରିକ ଖାଦ୍ୟସମ୍ଭାରର ଅଧିକ ପ୍ରଚାର ପ୍ରସାର ଓ ପ୍ରୋତ୍ସାହନ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ସହଯୋଗରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ନୂଆ ଫର୍ମାଟରେ…
ଅଧିକ ଖବର ପଢନ୍ତୁ » -
ରାଜନୀତି
କରୋନା ମୁକାବିଲା: ଶାସକ-ବିରୋଧୀ ଛକାପଞ୍ଝା, ୨୮ରେ କଂଗ୍ରେସର କ୍ୟାମ୍ପେନ୍
ଭୁବନେଶ୍ୱର(ସତ୍ୟଶିଖା): କରୋନା ମୁକାବିଲାରେ ସରକାରଙ୍କ ବିଫଳତାକୁ ନେଇ ବିରୋଧୀ କଂଗ୍ରେସ ଆସନ୍ତା ୨୮ତାରିଖରେ ଅନଲାଇନ୍ କ୍ୟାମ୍ଫେନ କରିବାକୁ ନିଷ୍ପତ୍ତି ନେଇଥିବାବେଳେ କରୋନା ପରିଚାଳନାରେ ରାଜ୍ୟ ସରକାରଙ୍କ ତ୍ରୁଟିକୁ…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ଚଳିତବର୍ଷ ଯୁକ୍ତ ୩ ଓ ପିଜି ସେମିଷ୍ଟର ପରୀକ୍ଷା ବାତିଲ
ଭୁବନେଶ୍ୱର(ସତ୍ୟଶିଖା): କରୋନାଜନିତ ଲକଡାଉନ୍ ଯୋଗୁ ପରୀକ୍ଷା ଓ ପାଠପଢ଼ାରେ ସମସ୍ୟା ଉପୁଜିଥିବାରୁ ରାଜ୍ୟ ସରକାର ଯୁକ୍ତ ତିନି ଓ ପିଜି ଶ୍ରେଣୀରେ ସେମିଷ୍ଟର ପରୀକ୍ଷାକୁ ବାତିଲ ପାଇଁ…
ଅଧିକ ଖବର ପଢନ୍ତୁ » -
ଦେଶ
ତୀବ୍ର ହେଉଛି ଭାରତ-ଚାଇନା ବିବାଦ, ସୀମାରେ ସେନା ମୁତୟନ ସହ ଛକାପଞ୍ଝା ଜାରି
ନୂଆଦିଲ୍ଲୀ: ଇଷ୍ଟର୍ଣ୍ଣ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି) ନିକଟରେ ଭାରତ ଓ ଚାଇନା ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଚାଇନାର ବିସ୍ତାରବାଦ ନୀତିକୁ ଭାରତ ଜୋରଦାର ବିରୋଧ…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
ମୃତ୍ୟୁ ଶଯ୍ୟାରେ ମା’, ଫେରିପାରୁନି ପୁଅ
ଆଳି(ବନମାଳି ସାହୁ):ମେଡିକାଲ ବେଡ୍ରେ ଯନ୍ତ୍ରଣାରେ ଛଟପଟ ହେଉଛି ମା’। ମୃତ୍ୟୁ ଶଯ୍ୟାରେ ପଡ଼ିଥିବା ମା’ର ଆଖି ଖାଲି ପୁଅକୁ ଖୋଜୁଥିବା ବେଳେ ପୁଅ ବି ମା’ ପାଖକୁ…
ଅଧିକ ଖବର ପଢନ୍ତୁ » -
ରାଜ୍ୟ
କଣ୍ଟେନମେଣ୍ଟ ଜୋନ୍ ଉଠାଇବା ଦାବିରେ ପୁଲିସ୍ ସହ ଧସ୍ତାଧସ୍ତି, ଟେକା ପଥର ମାଡ଼
ରାଉରକେଲା(ପବନ ତିୱାରୀ): କଣ୍ଟେନମେଣ୍ଟ ଜୋନ୍ ପ୍ରତ୍ୟାହାର ଦାବିରେ ରାଉରକେଲାରେ ପୁଲିସ୍ ଓ ସାଧାରଣ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ମହତାବ…
ଅଧିକ ଖବର ପଢନ୍ତୁ »