ସତ୍ୟଶିଖା( ଭୁବନେଶ୍ୱର )୨୧ .୦୭. ୨୦୨୨: ରାଜଧାନିରେ ମାଡୁଛି କରୋନା । ଟୀକାକରଣକୁ ବ୍ୟାପକ କଲା BMC । ରାଜଧାନୀର ବିଭିନ୍ନ ମଲରେ ବୁଷ୍ଟର ଡୋଜ୍ ଟୀକାକରଣ ବ୍ୟବସ୍ଥା…