ସତ୍ୟଶିଖା(ବାରିପଦା) ୦୯ .୦୭.୨୦୨୧: ବାରିପଦା ରେଡକ୍ରସ ରକ୍ତ ଭଣ୍ଡାରରେ ଆଜି ସକାଳେ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଥିବା ଜଣାଯାଇଛି। ହଠାତ୍ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି…