

ସତ୍ୟଶିଖା( ଭୁବନେଶ୍ୱର)୧୮.୦୮ . ୨୦୨୨: ବନ୍ୟା କ୍ଷତି ସମ୍ପର୍କରେ ଏସଆରସି ପ୍ରଦୀପ ଜେନାଙ୍କ ସୂଚନା । ଏବେ ବନ୍ୟା ପାଣି ଜମି ରହିଥିବାରୁ କ୍ଷୟକ୍ଷତି ଆକଳନ ହେବନି । ବନ୍ୟା ପାଣି ଛାଡିବା ପରେ କ୍ଷୟକ୍ଷତି ଆକଳନ । ପାଣି ଘେରରେ ଥିବାରୁ ସଠିକ କ୍ଷତି ଆକଳନ କରିବା ମୁସ୍କିଲ । ପାଣି ଛାଡିଲେ କ୍ଷତି ଆକଳନ ପାଇଁ ଜିଲ୍ଲାପାଳ ମାନଙ୍କୁ କୁହାଯିବ । ଏବେ ରିଲିଫ୍ ଉପରେ ଅଧିକ ଗୁରୁତ୍ୱ ଦେଉଛୁ କହିଲେ ଏସଆରସି ।