ଅପରାଧନ୍ୟୁଜ୍ରାଜ୍ୟ

ଏଟିଏମ୍ ଲୁଟେରା ଟ୍ୱିନ୍‌ସିଟିରେ

ସତ୍ୟଶିଖା (କଟକ) ୧୩/୧୦/୨୦୨୦ : ମାତିଛନ୍ତି ଏଟିଏମ୍‌ ଲୁଟେରା । ଭୁବନେଶ୍ୱର ପରେ କଟକରେ ଏଟିଏମ୍‌ ଲୁଟେରାଙ୍କୁ ଉତ୍ପାତ । କଟକ ଚାଉଳିଆଗଞ୍ଜ ଥାନା ଗଣ୍ଡରପୁର ଏସବିଆଇ ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ହୋଇଛି । କିନ୍ତୁ ଏଟିଏମ୍‌ ଲୁଟ୍‌ ଉଦ୍ୟମରେ ବିଫଳ ହୋଇଥିଲେ ଲୁଟେରା ବୋଲି ସୂଚନା ରହିଛି । ତେବେ ଏହି ଏଟିଏମ୍‌ ଲୁଟ୍‌ ଉଦ୍ୟମକୁ ନେଇ ଆକ୍ସନ ମୋଡରେ ଆସିଛି ପୋଲିସ । ଅଭିଯୁକ୍ତମାନଙ୍କୁ ଗିରଫ କରିଛି ପୋଲିସ । ଯାହାଫଳରେ କି ଏଟିଏମ୍‌ କିଛି ଲୁଟ୍‌ ହୋଇନଥିବା ଜଣାପଡିଛି । ଘଟଣାରେ ଅଧିକ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ ।

Show More
Back to top button