12 brokers arrested while selling black tickets at AIIMS hospital
-
ନ୍ୟୁଜ୍
ଏମ୍ସ ହସ୍ପିଟାଲରେ ବ୍ଲାକରେ ଟିକେଟ ବିକ୍ରି କରୁଥିବାବେଳେ ଚଢାଉ, ୧୨ ଦଲାଲ ଗିରଫ
ସତ୍ୟଶିଖା( ଭୁବନେଶ୍ୱର )୦୪.୧୧.୨୦୨୨: ଏମ୍ସରୁ ଗିରଫ ହେଲେ ଦଲାଲ। ଟିକେଟ ଦଲାଲ କରୁଥିବା ଅଭିଯୋଗରେ ୧୨ ଜଣ ଦଲାଲଙ୍କୁ ଥାନାକୁ ଉଠାଇ ଆଣିଲା ପୋଲିସ୍। ଦୀର୍ଘଦିନ ହେବ ଏମ୍ସ…
ଅଧିକ ଖବର ପଢନ୍ତୁ »