ରଷଟରପତଙକ
-
ବିଦେଶ
ନେପାଳରେ ରାଜନୀତିକ ହଟଚମଟ, ରାଷ୍ଟ୍ରପତିଙ୍କୁ ଭେଟିଲେ ପିଏମ୍ ଓଲି
କାଠମାଣ୍ଡୁ: ନେପାଳରେ ରାଜନୀତିକ ହଟଚମଟ ଏବେ ଆହୁରି ବଢ଼ିଯାଇଛି। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରଙ୍କୁ ଭେଟିବା ପରେ ସରକାର ଭାଙ୍ଗିବା ନେଇ…
ଅଧିକ ଖବର ପଢନ୍ତୁ » -
ବିଦେଶ
ଟୋକିଓରେ ଚୀନ୍ ରାଷ୍ଟ୍ରପତିଙ୍କ ବିରୋଧରେ ନାରାବାଜି
ଟୋକିଓ: ଚୀନ ରାଷ୍ଟ୍ରପତି ଜିନ୍ ପିଙ୍ଗଙ୍କ ଏକଛତ୍ରବାଦ ଶାସନ ଶୈଳୀକୁ ବିରୋଧ କରି ନାରାବାଜି କରିଛନ୍ତି ଅନେକ ଦେଶର ମାନବାଧିକାର କର୍ମୀ। ଜାପାନର ରାଜଧାନୀ ଟୋକିଓରେ ଜାପାନ,…
ଅଧିକ ଖବର ପଢନ୍ତୁ » -
ବିଦେଶ
ରାଷ୍ଟ୍ରପତିଙ୍କ ଭିଡିଓ କନଫରେନସିଂ, ଉଲଗ୍ନ ହୋଇ ଗାଧୋଇଲେ ଉଦ୍ୟୋଗପତି
ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହି ବିଶ୍ୱ ମହାମାରୀକୁ ରୋକିବା ପାଇଁ ସାରା ବିଶ୍ୱ ଏବେ ସାମାଜିକ ଦୂରତା ନିୟମ ପାଳନ…
ଅଧିକ ଖବର ପଢନ୍ତୁ » -
ବିଦେଶ
ଆମେରିକା ଉପ ରାଷ୍ଟ୍ରପତିଙ୍କ କରୋନା ରିପୋର୍ଟ ନେଗେଟିଭ
ୱାଶିଂଟନ: ଆମେରିକା ଉପ ରାଷ୍ଟ୍ରପତି ମାଇକ ପେନ୍ସଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ତାଙ୍କ ମୁଖପାତ୍ର କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ପ୍ରତି ସଂକ୍ରମଣ ଆଶଙ୍କା…
ଅଧିକ ଖବର ପଢନ୍ତୁ »