ସତ୍ୟଶିଖା(ନୂଆଦିଲ୍ଲୀ) ୧୩.୦୮ .୨୦୨୧: ଆମେରିକାରେ ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ଥିବା ଲୋକଙ୍କୁ ଦିିଆଯିବ ବୁଷ୍ଟର ଡୋଜ। ପୂର୍ବରୁ କରୋନା ଟିକାର କେବଳ ଦୁଇଟି ଡୋଜ ନିଆଯିବା ପାଇଁ କୁହାଯାଇଥିବା ବେଳେ ଏବେ ବୁଷ୍ଟର ଡୋଜକୁ ମିଳିଲା ଅନୁମତି। ଫାଇଜର ଓ ମଡେର୍ଣ୍ଣା ଟିକାର ବୁଷ୍ଟର ଡୋଜ ନେଇପାରିବେ ଲୋକେ। ଏନେଇ ଆମେରିକାର ଫୁଡ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟେ୍ସନ(ଏଫଡିଏ)ଫାଇଜର ଓ ମଡେର୍ଣ୍ଣାକୁ ଅନୁମତି ଦେଇଛି।
ଦେଶ କୋଭିଡ -୧୯ ମହାମାରୀର ଆଉ ଏକ ଲହରରେ ପ୍ରବେଶ କରିଛି। ଏହି ଲହରରେ ଲୋକଙ୍କ ରୋଗପ୍ରତିରୋଧକ ଶକ୍ତି ଅଧିକ ରହିବା ଜରୁରୀ। ନୂଆ ଭାରିଆଣ୍ଟ ସହ ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ ଆମେ ବୁଷ୍ଟର ଡୋଜକୁ ଅନୁମତି ଦେଇଛୁ ବୋଲି କହିଛନ୍ତି ଏଫଡିଏ କମିସନର ଜାନେଟ୍ ଉଡକକ୍।
ଆମେରିକାରେ ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ଥିବା ଲୋକଙ୍କୁ ଦିିଆଯିବ ବୁଷ୍ଟର ଡୋଜ। ପୂର୍ବରୁ କରୋନା ଟିକାର କେବଳ ଦୁଇଟି ଡୋଜ ନିଆଯିବା ପାଇଁ କୁହାଯାଇଥିବା ବେଳେ ଏବେ ବୁଷ୍ଟର ଡୋଜକୁ ମିଳିଲା ଅନୁମତି। ଫାଇଜର ଓ ମଡେର୍ଣ୍ଣା ଟିକାର ବୁଷ୍ଟର ଡୋଜ ନେଇପାରିବେ ଲୋକେ। ଏନେଇ ଆମେରିକାର ଫୁଡ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟେ୍ସନ(ଏଫଡିଏ)ଫାଇଜର ଓ ମଡେର୍ଣ୍ଣାକୁ ଅନୁମତି ଦେଇଛି।