

ସତ୍ୟଶିଖା( ଭଦ୍ରକ )୧୩.୦୮ . ୨୦୨୨: ଆଖୁଆପଦାରେ ବିପଦ ସଂକେତ ଟପିଲା ବୈତରଣୀ ନଦୀ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବିପଦ ସଂକେତ ଟପିଲା । ଦିନ ୧୨ଟା ସୁଦ୍ଧା ଆଖୁଆ ପଦାରେ ଜଳସ୍ତର ୧୭.୮୮ ମିଟର । ଆଖୁଆପଦାରେ ବୈତରଣୀ ର ବିପଦ ସଂକେତ ୧୭.୮୩ ମିଟର । ବସ୍ତାର ମଥାନୀରେ ବିପଦ ସଂକେତ ଟପିଲା ଜଳକା ନଦୀ । ଦିନ ଗୋଟାଏ ସୁଦ୍ଧା ମଥାନୀ ଠାରେ ଜଳକା ଜଳସ୍ତର ୬.୨୫ ମିଟର । ମଥାନୀ ଠାରେ ଜଳକାର ବିପଦ ସଂକେତ ୫.୫ ମିଟର ।