ପରଧନମନତରଙକ
-
ବିଦେଶ
କୌଣସି ମୁହୂର୍ତ୍ତରେ ଯାଇପାରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ପଦ
କାଠମାଣ୍ଡୁ: ରୋଚକ ସ୍ଥିତିରେ ନେପାଳ ରାଜନୀତି। ଶାସକ ଦଳ ଭିତରେ ଥିବା ଗୋଷ୍ଠୀ କନ୍ଦଳ ପାଇଁ ଏବେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଆସନ ଉପରେ ଡେମୋକ୍ଲିସର…
ଅଧିକ ଖବର ପଢନ୍ତୁ » -
ବିଦେଶ
ଭୂମିକମ୍ପବେଳେ କେମିତି ଥିଲା ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା?
ଓ୍ୱେଲିଂଟନ: ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡାନ ସୋମବାର ଟିଭି ଚ୍ୟାନେଲକୁ ଲାଇଭ୍ ଇଣ୍ଟରଭ୍ୟୁ ଦେଉଥିବାବେଳେ ଭୂମିକମ୍ପ ହୋଇଥିଲା। ହେଲେ ଜାସିଣ୍ଡା ଏଥିରେ ବିଚଳିତ ନହୋଇ କେବଳ ହସି…
ଅଧିକ ଖବର ପଢନ୍ତୁ » -
ବିଦେଶ
ରୁଷ ପ୍ରଧାନମନ୍ତ୍ରୀଙ୍କୁ କରୋନା, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଟପିଲା
ମସ୍କୋ: ମହାମାରୀ କରୋନା ଭାଇରସ ସ୍ଥିତି ଏବେ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ରୁଷରେ ଘାତକ ସ୍ଥିତି ସୃଷ୍ଟି କରିଛି। ସ୍ଥିତି ଏପରି ହୋଇଛି ଯେ ଭାଇରସର…
ଅଧିକ ଖବର ପଢନ୍ତୁ » -
ବିଦେଶ
କରୋନା ପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଅବସ୍ଥା ସାଂଘାତିକ, ଆଇସିୟୁରେ ଭର୍ତ୍ତି ହେଲେ
ଲଣ୍ଡନ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଅବସ୍ଥା ଏବେ ବିଗିଡ଼ିବାରେ ଲାଗିଛି। ଏଥିପାଇଁ ତାଙ୍କୁ ହସ୍ପିଟାଲର ଆଇସିୟୁରେ…
ଅଧିକ ଖବର ପଢନ୍ତୁ » -
ବିଦେଶ
ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ କରୋନା | Satyasikha
ଲଣ୍ଡନ: ବ୍ରିଟେନର ଯୁବରାଜ ପ୍ରିନ୍ସ ଚାର୍ଲସଙ୍କ ପରେ ଦେଶର ପ୍ରଧାନମନ୍ତ୍ରୀ ବୋରିସ ଜନସନ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଆଜି ସକାଳେ ଖୋଦ ବୋରିସ ଟ୍ୱିଟ…
ଅଧିକ ଖବର ପଢନ୍ତୁ » -
ବିଦେଶ
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଫାରୁକ ଅବଦୁଲ୍ଲା
ନୂଆଦିଲ୍ଲୀ: ଗୃହବନ୍ଦୀରୁ ମୁକ୍ତ ହୋଇଥିବା ଫାରୁକ୍ ଅବଦୁଲ୍ଲା ଓ ପିଡିପିରୁ ବହିଷ୍କୃତ ସାଂସଦ ନଜୀର ଅହମଦ ଲଓ୍ୱୟେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଖୁବଶୀଘ୍ର…
ଅଧିକ ଖବର ପଢନ୍ତୁ »