ଅପରାଧରାଜ୍ୟ

ଏଥର ଆଉ ଲୁଚିପାରିବେନି ଅପରାଧୀ, ଧରିବ ‘ଅତିଥି’ ଆପ୍

ସତ୍ୟଶିଖା(ଭୁବନେଶ୍ଵର) ୧୨.୦୩.୨୦୨୧: ଅପରାଧୀଙ୍କୁ ଧରିବାକୁ ନୂଆ କୌଶଳ ଆପଣାଇଛି କମିଶନରେଟ୍‌ ପୁଲିସ। ଏଣିକି ଅପରାଧ ଘଟାଇ ଆଉ ହୋଟେଲରେ ଲୁଚି ରହିପାରିବେନି ଅପରାଧୀ। ରାଜ୍ୟ ବାହାରୁ ଆସି ହୋଟେଲରେ ରହି ଅପରାଧ ଘଟାଇ ଫେରାର ହେବାର ଯୋଜନା ଫେଲ୍‌ ମାରିବ। କାରଣ ସେମାନଙ୍କୁ ଧରିବ ‘ଅତିଥି’।

Show More
Back to top button