ସତ୍ୟଶିଖା (କଟକ) ୩୦/୧୨/୨୦୨୦ : ବଜାରରେ ବିକ୍ରି ହେଉଛି ଅପମିଶ୍ରିତ ପନିର । ଅପମିଶ୍ରତ ତେଲ, ଘିଅ, ସସ୍, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ ମିଳିବା ପରେ ଏବେ କଟକରୁ ଜବତ ହୋଇଛି ଅପମିଶ୍ରିତ ସିନ୍ଥେଟିକ୍ ପନିର୍ । କଟକ ଚାଉଳିଆଗଞ୍ଜ ଥାନା ପୋଲିସ ଦ୍ବାରା ଏହି ପନିର ଜବତ କରାଯାଇଛି । ଏହି ସିନ୍ଥେଟିକ୍ ପନିର କୋଲକତାରୁ ଆସିଥିବା ନେଇ ସୂଚନା ମିଳିଛି ।
ସିନ୍ଥେଟିକ୍ ପନିର କଟକରୁ ଜବତ ହେଲା
