ସତ୍ୟଶିଖା( ଭୁବନେଶ୍ୱର )୧୧.୦୮. ୨୦୨୨: ଯେଉଁ ପ୍ରକାର ୧୨ ରାଶି,୧୨ ମାସ ରହିଛି,ସେହି ପ୍ରକାରରେ ସୂର୍ଯ୍ୟଙ୍କ ନମସ୍କାର ମଧ୍ୟ ୧୨ଟି ମୁଦ୍ରା ମିଶି କରି ହୋଇଛି ବୋଲି କୁହାଯାଏ। ତେବେ ଜାଣନ୍ତୁ ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା କି କି ଲାଭ ମିଳେ..
ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ଓଜନ ଦ୍ରୁତ ଗତିରେ ହ୍ରାସ ହେବାରେ ସହାୟକ ହୋଇଥାଏ।
ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ଆଳସ୍ୟ ଦୂର ହୋଇଥାଏ। ମସ୍ତିଷ୍କ ଶାନ୍ତ ରହି ଥାଏ।
କ୍ରୋଧ ନିୟନ୍ତ୍ରଣ ହୋଇଥାଏ।
ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ।
ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା କମ ବୟସରେ କେଶ ଧଳା ହୋଇନଥାଏ। କେଶ ଜନିତ ଅନେକ ସମସ୍ୟା ଦୂର କରିଥାଏ।
ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା କାର୍ଯ୍ୟ କରିବାକୁ ଆଗ୍ରହ ହୋଇଥାଏ।
ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ମିଳେ ଆଶ୍ଚର୍ଯ୍ୟଜନକ ଲାଭ
