ସତ୍ୟଶିଖା (ମୁମ୍ବାଇ) ୨୨ /୧୨/୨୦୨୦ : କରୋନା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ମୁମ୍ବଇ ପୁଲିସ । କୋଭିଡ ନିୟମ ଉଲ୍ଲଂଘନ କରି ହୋଟେଲରେ ପାର୍ଟି କରୁଥିବା ପୂର୍ବତନ କ୍ରିକେଟର ସୁରେଶ ରାଇନା, କଣ୍ଠଶିଳ୍ପୀ ଗୁରୁ ରନ୍ଧୱା, ଅଭିନେତ୍ରୀ ସୁଜୈନ ଖାନଙ୍କ ସମେତ ୩୪ ଜଣଙ୍କୁ ପୁଲିସ ଗିରଫ କରିଛି । ତେବେ ପରବର୍ତ୍ତୀ ସମୟରେ ରାଇନା ଏବଂ ଗୁରୁ ରନ୍ଧୱା ଜାମିନରେ ଆସିଛନ୍ତି ।
ସୁରେଶ ରାଇନା, ଗୁରୁ ରନ୍ଧୱା, ସୁଜୈନ ଖାନ ଗିରଫ
