ରବିବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ l


ସତ୍ୟଶିଖା ( ରବିବାର ) ୧୬ .୦୮.୨୦୨୦ :
ମେଷ – ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ତ୍ୟାଗପୁତ ମନୋବୃତ୍ତି ଗ୍ରହଣ କରି ବିଜ୍ଞତାର ପରିଚୟ ଦେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।
ବୃଷ – ଧର୍ମ-କର୍ମ ସଂପାଦନ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।
ମିଥୁନ – ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପଦନ କରିବେ । ସୁଖ-ସମ୍ମାନ ଲାଭ କରିବେ । ସଦ୍-ବ୍ୟୟୀ ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୪ ।
କର୍କଟ – ମାନ୍ୟତା ପ୍ରାପ୍ତ ହେବେ । ସର୍ବତ୍ର ଶୁଭ ଆଶା କରାଯାଏ । ନାନl ବିଧି ସମ୍ମାନର ଅଧିକାରୀ ହେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୮ ।
ସିଂହ – ବିଭିନ୍ନ ସ୍ତରରେ ପ୍ରାଧାନୟ ବିସ୍ତାର କରିପାରନ୍ତି । ଉନ୍ନ୍ୟନ କାର୍ଯ୍ୟ ପାଇଁ ପରିସ୍ଥିତି ଅନୁକୂଳ ରହିଛି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।
କନ୍ୟା – ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରନ୍ତି । ପ୍ରତି-ଯୋଗିତାରେ ବିଜୟୀ ହେବେ । ଧନବାନ୍ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।
ତୁଳା – ଯାହା ଇଚ୍ଛା କରିଥିବେ ତାହା ପାଇବେ । ଅଧିକ ପରିଶ୍ରମରେ କ୍ଳାନ୍ତ ହୋଇ ବିଶ୍ରାମ ଗ୍ରହଣ କରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।
ବିଛା – ବ୍ୟବସାୟ ଲାଭଜନକ ହେବ । ଦୟାଳୁ ସ୍ୱଭାବର ହୋଇପାରନ୍ତି । କର୍ମଚଞ୍ଚଳ ରହିବେ । ସ୍ୱଂୟ ସହାୟିକା ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।
ଧନୁ – ବନ୍ଧୁ ମିଳନ ଘଟିବାର ସୂଚନା ମିଳୁଛି । ଆଖିରେ ଗୁଣ୍ଡ ପଡି ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।
ମକର – ମାନସିକ ସଂଯମତା ରକ୍ଷା କଲେ ପ୍ରଶଂସା ମିଳିବ । ବିଭିନ୍ନ ସ୍ତରରୁ ଅର୍ଥାଗମର ସୂଚନା ମିଳୁଛି । ଶୁଭ ରଙ୍ଗ ଗାଢ ୟେଲୋ । ଶୁଭ ଅଙ୍କ ୧ ।
କୁମ୍ଭ – ଅବିଷ୍ଟ ପୂରଣ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସମ୍ମାନିତ ହେବା ଆଶା କରାଯାଏ । ପୁଣ୍ୟ କାର୍ଯ୍ୟରେ ନିଜକୁ ନିୟୋଜିତ କରିବୋ ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୮ ।
ମୀନ – ଉପୁଜିଥିବା ସମସ୍ୟାର ସୁସମାଧାନ କରି ଆତ୍ମ ସନ୍ତୋହ ଲାଭ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ କଫି । ଶୁୃଭ ଅଙ୍କ ୩ ।