ସତ୍ୟଶିଖା(ସୁନ୍ଦରଗଡ )୧୯.୦୮ . ୨୦୨୨: ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ ପକ୍ଷରୁ ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡାକରା ଦିଆଯାଇଛି। ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବୀରେ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରା ଯୋଗୁ ସକାଳୁ ସକାଳୁ ଯାନବାହନ ଚଳାଚଳ ଏକପ୍ରକାର ଠପ୍ ହୋଇଗଲାଣି ।
ଦ୍ୱିତୀୟ ଏମ୍ସ ଦାବିରେ ଆଜି ସୁନ୍ଦରଗଡ଼ ବନ୍ଦ: ଯାନବାହନ ଚଳାଚଳ ଠପ୍
