ନ୍ୟୁଜ୍

ସାରା ଓଡ଼ିଶା ତାତିରେ ଆଉଟୁପାଉଟୁ

ସତ୍ୟଶିଖା (ଭୁବନେଶ୍ୱର ) ୧୨.୧୦.୨୦୨୩ : ସାରା ଓଡ଼ିଶା ତାତିରେ ଆଉଟୁପାଉଟୁ। ଉପକୂଳରୁ ଉପାନ୍ତ ସବୁଆଡ଼େ ଗ୍ରୀଷ୍ମ ପ୍ରବାହ। ଉତ୍ତରା ପବନ ହେଉନଥିବାରୁ ଦିନର ତାପମାତ୍ରା ଅତ୍ୟଧିକ ହେଉଛି ।

ସୂର୍ଯ୍ୟଙ୍କ କିରଣ ସାଙ୍ଗକୁ ଆର୍ଦ୍ରତା ଅଧିକ ରହୁଥିବାରୁ ପ୍ରବଳ ଗୁଳୁଗୁଳି ହେଉଛି । ଆଗାମୀ 5 ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖାଯିବ ନାହିଁ ।

Show More
Back to top button