ଜୀବନମନ୍ତ୍ରନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

କରୋନା ପଜିଟିଭ୍ ଚିହ୍ନଟ ପରେ ସଂବଲପୁର ବୁର୍ଲା ମେଡିକାଲ ୨ ଦିନ ବନ୍ଦ ।

ସତ୍ୟଶିକ୍ଷା ୨୬.୦୯.୨୦୨୦ : କରୋନା ପଜିଟିଭ୍ ଚିହ୍ନଟ ପରେ ସଂବଲପୁର ବୁର୍ଲା ମେଡିକାଲ ୨ ଦିନ ବନ୍ଦ । ଆସନ୍ତା ସୋମବାର ଓ ମଙ୍ଗଳବାର ବୁର୍ଲା ମେଡିକାଲ ବନ୍ଦ ରହିବ । ଏନେଇ ସୂଚନା ଦେଇଛନ୍ତି ବୁର୍ଲା ମେଡିକାଲ କର୍ତୃପକ୍ଷ । କ୍ୟାମ୍ପସକୁ ବିଶୋଧନ କରିବାକୁ ଭିସୁଟ୍ କର୍ତୃପକ୍ଷ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି ।ଏହାକୁ ମିଶାଇଲେ ଏବେ ୪ ଦିନ ବନ୍ଦ ରହିବ ସଂବଲପୁର ବୁର୍ଲା ଡାକ୍ତରଖାନା । ଆଜି ଶନିବାର ଏବଂ ରବିବାର ଦୁଇ ଦିନ ବନ୍ଦ ରହିଛି ଡାକ୍ତରଖାନା । ଏହା ସହିତ ସୋମବାର ଓ ମଙ୍ଗଳବାର ୨ ଦିନ ବନ୍ଦ ରହିବା ପରେ ଏବେ କ୍ରମାଗତ ୪ ଦିନ ବନ୍ଦ ରହିବ ବୁର୍ଲା ଡାକ୍ତରଖାନା ।

Show More
Back to top button