ନ୍ୟୁଜ୍ରାଜ୍ୟ

ଭୁବନେଶ୍ୱର ଇଡି ଅଫିସ ଆଗରେ ରାଜ୍ୟ କଂଗ୍ରେସର ପ୍ରତିବାଦ

ସତ୍ୟଶିଖା( ଭୁବନେଶ୍ୱର )୧୩.୦୬. ୨୦୨୨ : ରାହୁଲ ଗାନ୍ଧି ଙ୍କୁ ସମର୍ଥନ କରି ଓଡିଶାରେ ବି କଂଗ୍ରେସର ଆନ୍ଦୋଳନ । ଇଡିର ପଦକ୍ଷେପ ଆକ୍ରୋଶମୂଳକ ଅଭିଯୋଗ କରି କଂଗ୍ରେସର ପ୍ରତିବାଦ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଇଡି ଅଫିସ ଆଗରେ ପ୍ରତିବାଦ । ଭୁବନେଶ୍ୱର ଇଡି ଅଫିସ ଆଗରେ ରାଜ୍ୟ କଂଗ୍ରେସ ର ପ୍ରତିବାଦ । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଫିସରେ ରାହୁଲ ଗାନ୍ଧିଙ୍କୁ ପଚରାଉଚରା । ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲଙ୍କୁ ଇଡିର ପଚରାଉଚୁରା । କଂଗ୍ରେସ ମୁଖ୍ୟାଳୟରୁ ବାହାରି ଇଡି ଅଫିସରେ ପହଁଚିବା ପରେ ଜେରା । ଶତାଧିକ ନେତା, କର୍ମୀଙ୍କ ସହ ଶୋଭାଯାତ୍ରାରେ ଇଡିରେ ପହଂଚିଥିଲେ । ଇଡି ର ପଦକ୍ଷେପ କୁ ନେଇ ରାଜ୍ୟ କଂଗ୍ରେସ ର ପ୍ରତିବାଦ ।

Show More
Back to top button