ଘରେ ପ୍ରାକୃତିକ ଉପାୟରେ ବନାନ୍ତୁ ସ୍ପ୍ରେ : ଚୁଟକି‌ରେ ଦୂର ହେବେ ମଶା , ସ୍ଵlସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ l

ସତ୍ୟଶିଖା ୧୪ .୦୯.୨୦୨୦ : ବର୍ଷା ଦିନେ ବ୍ୟାପୁଥିବା ମଶା ନିଜ ସହ ମ୍ୟାଲେରିଆ,ଚିକନଗୁନିଆ ଏବଂ ଡେଙ୍ଗୁ ଭଳି ଭୟଙ୍କର ରୋଗ ନେଇ ଆସିଥାଏ । ଘର,ପାର୍କ କିମ୍ବା ଗଳି ହେଉ ମଶା ଆପଣଙ୍କର କେଉଁଠି ବି ପିଛା ଛାଡ଼ି ନଥାନ୍ତି । ମଶାଙ୍କୁ ମାରିବା ପାଇଁ ବଜାରରେ ଅନେକ କେମିକାଲ୍ ସ୍ପ୍ରେ ଉପଲବ୍ଧ। କିନ୍ତୁ ଆପଣ ଜାଣିଛନ୍ତି କି ଯେଉଁମାନଙ୍କର ଶ୍ୱlସ ଜନିତ ସମସ୍ୟା ରହିଛି ତାଙ୍କ ପାଇଁ ସ୍ପ୍ରେ କେତେ ମାତ୍ରାରେ ଘାତକ ସାବ୍ୟସ୍ତ ହୋଇଥାଏ ।

ଏଗୁଡ଼ିକ ବଦଳରେ ଯଦି ଆପଣ ହର୍ବାଲ୍ କିମ୍ବା ନାଚୁରାଲ୍ ସ୍ପ୍ରେ ବ୍ୟବହାର କରିବେ ତେବେ ଛୋଟ ପିଲା ବୟସ୍କଙ୍କ ସ୍ଵlସ୍ଥ୍ୟକୁ କୌଣସି ହାନି ପହଞ୍ଚିବ ନାହିଁ । ଏହା ସହିତ ଅନେକ କମ୍ ଟଙ୍କାରେ ଆପଣଙ୍କୁ ମଶାରୁ ମୁକ୍ତି ମିଳିବ । ଆସନ୍ତୁ ଜାଣିବା ଏହି ପ୍ରଭାବଶାଳୀ ସ୍ପ୍ରେ ବିଷୟରେ ଯାହାକୁ ଆପଣ ଚାହିଁଲେ ଘରେ ମଧ୍ୟ ପ୍ରସ୍ତୁତ କରି ପାରିବେ ।

Exit mobile version