ସ୍ପେଶାଲ୍ ରିପୋର୍ଟ
-
ବିଧାନସଭାରେ ପାରିତ ହେଲା ୫ଟି ବିଲ୍ l
ସତ୍ୟଶିଖା (ଭୁବନେଶ୍ୱର) ୦୬.୧୦.୨୦୨୦ : ଆଜି ବିଧାନସଭାରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ସମେତ ମୋଟ୍ ୫ଟି ବିଲ୍ ପାରିତ ହୋଇଛି । ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ବ୍ୟତୀତ…
ଅଧିକ ଖବର ପଢନ୍ତୁ » -
ପଦାର୍ଥ ବିଜ୍ଞାନରେ ତିନି ବୈଜ୍ଞାନିକଙ୍କୁ ନୋବେଲ : ବ୍ଲାକ୍ ହୋଲ ଉପରେ ଗବେଷଣା କରୁଥିଲେ ଜର୍ମାନୀର ରିନହାର୍ଡ l
ସତ୍ୟଶିଖା (ନୂଆଦିଲ୍ଲୀ) ୦୬.୧୦.୨୦୨୦ : ବ୍ରିଟିଶ ବୈଜ୍ଞାନିକ ରୋଜର୍ ପେନରୋଜ୍, ଜର୍ମାନୀର ରିନହାର୍ଡ ଗେନଜେଲ୍ ଓ ଆମେରିକା ବୈଜ୍ଞାନିକ ଆଣ୍ଡ୍ରେୟା ଗେଜଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର…
ଅଧିକ ଖବର ପଢନ୍ତୁ » -
ଅକ୍ଟୋବର ୧୭ରୁ ଆମାଜନ ‘ଗ୍ରେଟ୍ ଇଣ୍ଡିଆ ଫେଷ୍ଟିଭାଲ ସେଲ୍’, ବଡ଼ ଅଫର ସାଙ୍ଗକୁ ମିଳିବ ଡିସ୍କାଉଣ୍ଟ l
ସତ୍ୟଶିଖା (ବେଙ୍ଗାଲୁରୁ) ୦୬.୧୦.୨୦୨୦ : ଆମାଜନ ଡଟ୍ ଇନ୍ ମଙ୍ଗଳବାର ‘ଗ୍ରେଟ୍ ଇଣ୍ଡିଆନ ଫେଷ୍ଟିଭାଲ’ ଘୋଷଣା କରିଛନ୍ତି । ଭାରତରେ ୧୭ ଅକ୍ଟୋବର ୨୦୨୦ରୁ ଏହି ଫେଷ୍ଟିଭ୍…
ଅଧିକ ଖବର ପଢନ୍ତୁ » -
ଡିସେମ୍ବରରୁ ଭାରତରେ ଟେଲିଭିଜନ ସେଟ୍ ଉତ୍ପାଦନ କରିବ Samsung l
ସତ୍ୟଶିଖା (ନୂଆଦିଲ୍ଲୀ) ୦୬.୧୦.୨୦୨୦ : ଆସନ୍ତା ଡିସେମ୍ବାରରୁ ସାମସଙ୍ଗ ଦେଶରେ ଟେଲିଭିଜନ ଉତ୍ପାଦନ ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି । ତେବେ ଆଗକୁ ପାର୍ବଣ ଋତୁ…
ଅଧିକ ଖବର ପଢନ୍ତୁ » -
ଶ୍ରୀମନ୍ଦିର ଖୋଲିବାକୁ ଦାବି l
ସତ୍ୟଶିଖା (ପୁରୀ) ୦୬.୧୦.୨୦୨୦ : ଶ୍ରୀମନ୍ଦିର ଖୋଲିବା ଦାବି ନେଇ ସିଂହଦ୍ଵାର ସମ୍ମୁଖରେ ଧାରଣାରେ ବସିଲେ ପୂର୍ବତନ ସୁଆର ମହାସୁଆର ନିଯୋଗ ସଭାପତି ଦାମୋଦର ମହାସୁଆର। ପିପିଲି…
ଅଧିକ ଖବର ପଢନ୍ତୁ » -
ବିହାର ନିର୍ବାଚନରେ ଏବେବି ଡନ୍ଙ୍କ ପ୍ରଭାବ L
ସତ୍ୟଶିଖା (ପାଟନା) ୦୬.୧୦.୨୦୨୦ : ବିଧାନସଭା ନିର୍ବାଚନ ପାଇଁ ବିହାରର ରାଜନୈତିକ ତାତି ସରଗରମ ହୋଇ ଉଠିଛି । ବିଭିନ୍ନ ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା ନେଇ…
ଅଧିକ ଖବର ପଢନ୍ତୁ » -
O.J.E.E ପାଇଁ SOP ଜାରି, ପରୀକ୍ଷା କେନ୍ଦ୍ରରେ କଡ଼ାକଡ଼ି ଭାବେ ପାଳନ ହେବ କୋଭିଡ଼ ନିୟମ l
ସତ୍ୟଶିଖା (ଭୁବନେଶ୍ୱର) ୦୫.୧୦.୨୦୨୦ : O.J.E.E ପରୀକ୍ଷା ପାଇଁ ଏସ୍ଓପି ଜାରି କଲେ ରାଜ୍ୟ ସରକାର । ପରୀକ୍ଷା କେନ୍ଦ୍ରରେ କୋଭିଡ଼ ନିୟମକୁ କଡ଼ାକଡ଼ା ଭାବେ ପାଳନ…
ଅଧିକ ଖବର ପଢନ୍ତୁ » -
ବିଧାନସଭାରେ ଖଣି ଦୁର୍ନୀତି ତାତି : ଖଣି ମାଫିଆ ଓ ଅଫିସରଙ୍କୁ ଟାର୍ଗେଟ କରି ସରକାରଙ୍କୁ ଘେରିଲେ ବିରୋଧୀ l
ସତ୍ୟଶିଖା (ଭୁବନେଶ୍ୱର) ୦୫.୧୦.୨୦୨୦ : ବିଧାନସଭା ମୌସୁମୀ ଅଧିବେଶନର ଷଷ୍ଠ ଦିବସ ଆରମ୍ଭରୁ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ଲକ୍ଷେ…
ଅଧିକ ଖବର ପଢନ୍ତୁ » -
ଚୀନ୍ ବିରୋଧରେ ଯୁଦ୍ଧ ପାଇଁ ଭାରତୀୟ ସେନାର ମଜବୁତ ପ୍ରସ୍ତୁତି, ଚିନୁକ, ଏମଆଇ-୧୭ ଏବଂ ଆପାଚେ ହେଲିକାପ୍ଟର ମୁତୟନ l
ସତ୍ୟଶିଖା (ନୂଆଦିଲ୍ଲୀ) ୦୫.୧୦.୨୦୨୦ : ଚୀନ୍ ସହ ଏଲଏସିରେ ଜାରି ରହିଥିବା ବିବାଦ ଏବଂ ଡ୍ରାଗନ୍ ଆର୍ମିର ଆକ୍ରମଣାତ୍ମକ ପଦକ୍ଷେପର ଜବାବ ଦେବା ପାଇଁ ଭାରତୀୟ ସୈନ୍ୟମାନେ…
ଅଧିକ ଖବର ପଢନ୍ତୁ » -
ପାକିସ୍ତାନରୁ ଆଉ ଭାରତକୁ ଆସିବନି ସନ୍ଧବ ଲୁଣ : ନବରାତ୍ରି ପୂର୍ବରୁ ବଢ଼ିଲା ଦାମ୍ l
ସତ୍ୟଶିଖା (ନୂଆଦିଲ୍ଲୀ) ୦୫.୧୦.୨୦୨୦ : ଭାରତରେ ପୁରାତନ ଯୁଗରୁ ସନ୍ଧବ ଲୁଣ ବ୍ୟବହାର ହେଉଛି । ଭାରତୀୟ ସାଧାରଣତଃ ବ୍ରତ ସମୟରେ ସନ୍ଧବ ଲୁଣ ବ୍ୟବହାର କରନ୍ତି…
ଅଧିକ ଖବର ପଢନ୍ତୁ »









