ସତ୍ୟଶିଖା (ନୂଆଦିଲ୍ଲୀ) ୪/୧୧/୨୦୨୦ : ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା । ପ୍ରଥମେ ୫ଟି , ଏବେ ଆଉ ୩ଟି ରାଫେଲ ବିମାନ ଆସୁଛି । ଭାରତୀୟ ବାୟୁସେନାରେ ଆଜି ସାମିଲ ହେବ ୩ଟି ରାଫେଲ୍ ଯୁଦ୍ଧବିମାନ ।
ବାୟୁସେନାରେ ଖୁବଶୀଘ୍ର ସାମିଲ ହେବ ଆଉ ୩ ରାଫେଲ୍