ସତ୍ୟଶିଖା (କଟକ) ୨୬/୧୨/୨୦୨୦ : ଡିଏସ୍-ଭ୍ରାତାଙ୍କ ପୁରା ନେଟଓ୍ବାର୍କ ଏବେ ପୋଲିସ ଟାର୍ଗେଟ୍ ରେ । ବର୍ଷେରୁ ଅଧିକ ଦିନ ହେଲା ଧଳସାମନ୍ତ ଭାଇ ସୁଶାନ୍ତ ଓ ସୁଶୀଲ ଅଲଗା ଅଲଗା ଜେଲ୍ ରେ ଅଛନ୍ତି । ଅଥଚ ସେମାନଙ୍କ କଟକ ଘର ଡିଏସ୍ ହାଉସ୍ ଗୁଳି-ବନ୍ଧୁକର ଗୋଦାନ ପାଲଟିଛି ।
ଡିଏସ୍-ହାଉସ୍ରେ ପୁଣି ସର୍ଚ୍ଚ ଅପରେସନ୍
