ହସକଥା
ପାଦୁକ ଟିକେ କଡା ଲାଗିଲା – Satyasikha


ପପୁ- ପଣ୍ଡିତେ, କରୋନା ଭାଇରସ୍ ପାଇଁ ମତେ ଭାରି ଭୟ ଲାଗୁଛି। କଣ କରିବି?
ପଣ୍ଡିତ- ହାତ ଆଗକୁ ବଢାଅ।
ଆହୁରି ପଢ଼ନ୍ତୁ
ପପୁ- ପଣ୍ଡିତେ ଆଜି ପାଦୁକ ଟିକେ କଡା ଲାଗିଲା।
ପଣ୍ଡିତ- ଆରେ ମୁର୍ଖ ଏଇଟା ସାନିଟାଇଜର୍, ହତରେ ଲଗାଇବାକୁ ଦେଇଥିଲି।