ନ୍ୟୁଜ୍

ଭିଜିଲାନ୍ସ ଜାଲରେ ମୋଟୁ ଥାନାଧିକାରୀ ସନ୍ତୋଷ ସାହୁ ।

ସତ୍ୟଶିଖା ( ଭୁବନେଶ୍ୱର ) ୨୩ /୦୯ /୨୦୨୧: ଭିଜିଲାନ୍ସ ଜାଲରେ ମୋଟୁ ଥାନାଧିକାରୀ ସନ୍ତୋଷ ସାହୁ । ତାଙ୍କ କାରରୁ ନଗଦ ୨ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଛି । ଟଙ୍କାର ସୃତ୍ର ନେଇ ସେ ସନ୍ତୋଷ ଜନକ ଉତ୍ତର ଦେଇ ପାରି ନାହାନ୍ତି । କଟକ ସ୍ଥିତ ବାସଭବନକୁ ଆସୁଥିବା ବେଳେ ଖୋର୍ଦ୍ଧାରେ ଧରିଲା ଭିଜିଲାନ୍ସ । ମୋଟୁ ଓ କଟକର ଦୁଇଟି ସ୍ଥାନରେ ଭିଜିଲାନ୍ସର ରେଡ ହୋଇଛି ।

Show More
Back to top button