ସତ୍ୟଶିକ୍ଷା ୨୬.୦୯.୨୦୨୦ : କରୋନା ପଜିଟିଭ୍ ଚିହ୍ନଟ ପରେ ସଂବଲପୁର ବୁର୍ଲା ମେଡିକାଲ ୨ ଦିନ ବନ୍ଦ । ଆସନ୍ତା ସୋମବାର ଓ ମଙ୍ଗଳବାର ବୁର୍ଲା ମେଡିକାଲ ବନ୍ଦ ରହିବ । ଏନେଇ ସୂଚନା ଦେଇଛନ୍ତି ବୁର୍ଲା ମେଡିକାଲ କର୍ତୃପକ୍ଷ । କ୍ୟାମ୍ପସକୁ ବିଶୋଧନ କରିବାକୁ ଭିସୁଟ୍ କର୍ତୃପକ୍ଷ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି ।
କରୋନା ପଜିଟିଭ୍ ଚିହ୍ନଟ ପରେ ସଂବଲପୁର ବୁର୍ଲା ମେଡିକାଲ ୨ ଦିନ ବନ୍ଦ ।
