

ସତ୍ୟଶିଖା( କିଭ )୦୫.୦୩.୨୦୨୨ : ୟୁକ୍ରେନ ବିରୁଦ୍ଧରେ ଋଷର ଅସ୍ତ୍ରବିରତି ଘୋଷଣା । ସାଧାରଣ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଅସ୍ତ୍ରବିରତି ଘୋଷଷା କରିଛି ଋଷ । ସୂଚନା ଅନୁଯାୟୀ, ଯୁଦ୍ଧରେ ଫସି ରହିଥିବା ସାଧାରଣ ନାଗରିକ ସୁରକ୍ଷିତ ନହେବା ପର୍ଯ୍ୟନ୍ତ ଋଷ ଅସ୍ତ୍ରବିରତି ଜାରି ରଖିବ। ଭାରତୀୟ ସମୟ ଅନୁଯାୟୀ ଏହି ଅସ୍ତ୍ରବିରତି ସକାଳ ୧୧ ଟାରୁ କାର୍ଯ୍ୟକାରୀ ହେବ। ୟୁକ୍ରେନର ୨ଟି ସହରରେ ଅସ୍ତ୍ରବିରତି ଘୋଷଣା କରିଛି ଋଷ ।