ସତ୍ୟଶିଖା (ଭୁବନେଶ୍ୱର) ୩୧/୧୦/୨୦୨୦ : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ । ୧ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । କ୍ରାଇମବ୍ରାଞ୍ଚର S.T.F ଟିମ୍ ଏହି ବ୍ରାଉନସୁଗାର ଜବତ କରିଛି । ଧଳାଜହର କାରବାର ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି S.T.F ।
୧କୋଟି ଟଙ୍କାର ବ୍ରାଉନସୁଗାର ଜବତ
