ନ୍ୟୁଜ୍

DRDOରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ ମାମଲା ,5 ଅଭିଯୁକ୍ତଙ୍କୁ ଗିରଫ

ସତ୍ୟଶିଖା ( ଭୁବନେଶ୍ୱର ) ୧୯/୦୯ /୨୦୨୧:  ବାଲେଶ୍ଵର ଚାନ୍ଦିପୁର DRDOରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ ମାମଲା । ଗିରଫ ୫ ଅଭିଯୁକ୍ତ ଗୁପ୍ତଚରଙ୍କୁ କଟକରେ ସ୍ୱତନ୍ତ୍ର ଟିମର ଜେରା ଆରମ୍ଭ । ମୁଖ୍ୟ ଅଭିଯୁକ୍ତ ବସନ୍ତ ବେହେରାକୁ ଜେରା କରୁଛି ୫ ଜଣିଆ ଟିମ ।

ଏଡିଜି ସଞ୍ଜୀବ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଚାଲିଛି କ୍ରାଇମବ୍ରାଞ୍ଚର ଜେରା । ଅଭିଯୁକ୍ତମାନେ କେଉଁ ଘଟଣାରେ ତଥ୍ୟ ପ୍ରଘଟ କରୁଥିଲେ ତାହା ଜେରା ପରେ ସ୍ପଷ୍ଟ ହେବ । ତେବେ ଆଉ ୨ ଜଣ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଥିବାବେଳେ ସେ ନେଇ ଛାନଭିନ୍ ଚାଲିଛି ।

Show More
Back to top button