ସତ୍ୟଶିଖା (ରାଉରକେଲା) ୧୩/୧୧/୨୦୨୦ : ଦୀର୍ଘ ୨୦ ବର୍ଷ ଧରି ପାକିସ୍ତାନ ଲାହୋର କୋଟ ଲାଖପତ ଜେଲରେ ରହିବା ପରେ ଘରକୁ ଫେରୁଛନ୍ତି ସୁନ୍ଦରଗଡ କୁତ୍ରା ଥାନା କଟଙ୍ଗ ଝଗରପଡାର ବିର୍ଜୁ କୁଲୁ । ବିର୍ଜୁ ଗତକାଲି ବିଳମ୍ବିତ ରାତିରେ ପହଁଚିଛି ଝାଡ଼ଖଣ୍ଡ ଗୁମଲାରେ । ବିର୍ଜୁଙ୍କ ସାଙ୍ଗରେ ଅଛନ୍ତି କୁତ୍ରା ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମଦନ ସିଂ ।
ଘରକୁ ଫେରୁଛନ୍ତି ବିର୍ଜୁ କୁଲୁ ,୨୦ବର୍ଷ ପାକିସ୍ତାନ ଜେଲ୍ରେ ରହିବା ପରେ
