ସତ୍ୟଶିଖା (ମୁମ୍ବାଇ) ୧୬/୧୧/୨୦୨୦ : ଆଜିଠୁ ମହାରାଷ୍ଟ୍ରରେ ଖୋଲୁଛି ସମସ୍ତ ମନ୍ଦିର । କରୋନା କଟକଣା ମଧ୍ୟରେ ସମସ୍ତ ଧାର୍ମିକସ୍ଥଳୀ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ସରକାର । ଏହାସହ ରାଜ୍ୟର ସମସ୍ତ ଧାର୍ମିକ ସ୍ଥଳୀ ଖୋଲିବା ପାଇଁ ଅନୁମତି ଦେଇଛନ୍ତି । ତେବେ ଏଥି ପାଇଁ ସରକାର କିଛି ଗାଇଡଲାଇନ୍ ଜାରି କରିଛନ୍ତି ।
ଆଜିଠୁ ମହାରାଷ୍ଟ୍ରରେ ଖୋଲୁଛି ଧାର୍ମିକସ୍ଥଳୀ
