ସତ୍ୟଶିଖା (ସୋର) ୧୭/୧୦/୨୦୨୦ : ବାଲେଶ୍ୱର ଜିଲ୍ଲା ଔପଦା ଥାନା ଦାରିପୋଖରୀ ଅଞ୍ଚଳରୁ ଏକ ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତିରେ ବଜ୍ରକାପ୍ତାଟି ଦାରିପୋଖରୀ ନିକଟରେ ଥିବା କେନାଲ ପାଣିରେ ଚାଲୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ । ପରେ ଚାନ୍ଦିପୁର ରେଞ୍ଜ ଫରେଷ୍ଟ ଗାର୍ଡ ପ୍ରଦୀପ ରାଉତଙ୍କୁ ଏ ନେଇ ଖବର ଦିଆଯାଇଥିଲା ।
ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର
