ସତ୍ୟଶିଖା (ବଲାଙ୍ଗୀର) ୦୩/୧୨/୨୦୨୦ : ଭିଜିଲାନ୍ସ ଜାଲରେ ପଡିଲେ ରେଞ୍ଜର । ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜର ପ୍ରଶାନ୍ତ ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଶାନ୍ତଙ୍କ ଘରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ ।
ପୁଣି ଭିଜିଲାନ୍ସ ଜାଲରେ ରେଞ୍ଜର ଅଫିସର ଧରାପଡ଼ିଲେ
