ସତ୍ୟଶିଖା(ଭୁବନେଶ୍ୱର) ୧୦.୦୭.୨୦୨୧: ଅଗଷ୍ଟ ୨ ରୁ ଆରମ୍ଭ ହେବ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସ୍ନାତକ(ୟୁଜି) ଶେଷବର୍ଷ ଶେଷ ସେମିଷ୍ଟର୍ ପରୀକ୍ଷା । ସେହିପରି ପ୍ରାକ୍ଟିକାଲ୍ ପରୀକ୍ଷା ଚଳିତ ମାସ ୨୭ରେ ଆରମ୍ଭ ହୋଇ ୨୯ରେ ସରିବ । ସ୍ନାତକୋତ୍ତର ବା ପିଜି ଚତୁର୍ଥ ସେମିଷ୍ଟର୍ ପରୀକ୍ଷା ଅଗଷ୍ଟ ୨ରୁ ଆରମ୍ଭ ହୋଇ ୧୦ରେ ସରିବ । ଏ ନେଇ ବିସ୍ତୃତ ବିଜ୍ଞପ୍ତି ବିଶ୍ୱବିଦ୍ୟାଳୟର ୱେବସାଇଟ୍ରେ ପ୍ରକାଶ ପାଇଛି ।
ଅଗଷ୍ଟ ୨ ରୁ ରମାଦେବୀ ୟୁଜି ଶେଷବର୍ଷ ଶେଷ ସେମିଷ୍ଟର୍ ପରୀକ୍ଷା
