ନ୍ୟୁଜ୍ରାଜନୀତିରାଜ୍ୟ

ବିଜେଡିରୁ ବିଦା ହେଲେ ରାଜେନ୍ଦ୍ର ଦାସ

ସତ୍ୟଶିଖା( ଭୁବନେଶ୍ୱର )୧୯.୧୦.୨୦୨୨:  ପୂର୍ବତନ ବିଧାୟକ ରାଜନ୍ଦ୍ରେ ଦାସଙ୍କୁ ବହିଷ୍କାର କଲା ବିଜେଡି । ଦଳ ବିରୋଧୀ କାର୍ଯ୍ୟ ପାଇଁ ରାଜେନ୍ଦ୍ର ଦାସ ବିଜେଡିରୁ ବହିଷ୍କୃତ ହୋଇଛନ୍ତି । ଧମାନଗର ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି ରାଜେନ୍ଦ୍ର ଦାସ । ବିଜେଡି ଟିକେଟରୁ ବଞ୍ଚିତ ପରେ ଅସନ୍ତୁଷ୍ଟ ଥିଲେ ରାଜେନ୍ଦ୍ର ଦାସ । ଦଳ ପକ୍ଷରୁ ମନାଇବାକୁ ପ୍ରୟାସ ସତ୍ତ୍ୱେ ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ ।  ପ୍ରଥମେ ସେ ବିଜେଡିର ଆଶାୟୀ ପ୍ରାର୍ଥୀ ଥିଲେ । କିନ୍ତୁ ଦଳରୁ ଟିକଟ ନମିଳିବା ସ୍ୱାଧିନ ଭାବେ ନାମାଙ୍କନ ଦାଖଲ କରିଛନ୍ତି ।

Show More
Back to top button