ଅପରାଧନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟ
ରାଜା ଖାନ୍ ଗିରଫ ଦେଶୀ ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ : ଟିଟୋ ଗ୍ୟାଙ୍ଗ !


ସତ୍ୟଶିଖା (ଭଦ୍ରକ) ୧୫/୧୦/୨୦୨୦ : ଟିଟୋ ଗ୍ୟାଙ୍ଗର ସଦସ୍ୟ ରାଜା ଖାନ୍ ଗିରଫ । ଦେଶୀ ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ ହୋଇଛି । ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଓ ଏସଟିଏଫର ମିଳିତ ଚଢ଼ାଉ ବେଳେ ଗିରଫ ହୋଇଛନ୍ତି । ପୁରୁଣାବଜାର ଅଞ୍ଚଳରୁ ଗିରଫ ହୋଇଥିବା ସୂଚନା ମିଳିଛି । କେନ୍ଦ୍ରାପଡା ଅଞ୍ଚଳର ଯୁବକ ଘରଭଡା ନେଇ ରହୁଥିଲା । ବହୁ ମାମଲାରେ ଜଡିତ ଥିବା ସୂଚନା ଦେଇଛି ଏସଟିଏଫ । ଏ ନେଇ ଅଧିକ ସୂଚନା ଦେଇନାହିଁ ଏସଟିଏଫ ଓ ଗ୍ରାମାଞ୍ଚଳ ପୋଲିସ ।