ଜେଲରୁ ମୁକୁଳିଲା ରାଜା ଆଚାର୍ୟ୍ୟ

ଭୁବନେଶ୍ବର: ଦାଦାବଟି ଅଭିଯୋଗରେ ଗିରଫ ଦୁର୍ଦ୍ଦାନ୍ତ ଅପରାଧି ରାଜା ଆଚାର୍ୟ୍ୟକୁ ବେଲ୍ । ୧୪ମାସ ଜେଲରେ ରହିବା ପରେ ମୁକୁଳିଛି ରାଜା ।
ଗତ ଅକ୍ଟୋବର ୨୦୨୦ କ୍ୟାପିଟାଲ ଥାନା ଦାଦାବଟି ଅଭିଯୋଗରେ ରାଜା ଆଚାର୍ୟ୍ୟକୁ ଗିରଫ କରିଥିଲା ପୋଲିସ । ପରେ ତାକୁ ଜାତୀୟ ନିରାପତ୍ତା ଆଇନ(ଘଝଇ) ଲଗାଇଥିଲା କମିଶନରେଟ ପୋଲିସ । ପରେ ୧୪ ମାସ ଜେଲରେ ରହିବା ପରେ ସୋମବାର ସନ୍ଧ୍ୟାରେ ଜେଲରୁ ମୁକୁଳିଛି । ବିରଞ୍ଚି ଦାସ ହତ୍ୟା ମାମଲାରେ ସେ ଜେଲରେ ଅଭିଯୁକ୍ତ ଭାବେ ସଜା କାଟି ବେଲରେ ଆସିବା ପରେ ଏକ ଦାଦାବଟି ମାମଲାରେ ପୁଣି ଜେଲ ଯାଇଥିଲା ।

 

Exit mobile version