ଅପରାଧଦେଶ

୨୭ ଜୁଲାଇ ଯାଏ ପୁଲିସ ହେପାଜତରେ ରହିବେ ରାଜ୍

ସତ୍ୟଶିଖା(ମୁମ୍ବଇ) ୨୪.୦୭.୨୦୨୧: ୨୭ ଜୁଲାଇ ଯାଏ ପୁଲିସ ହେପାଜତରେ ରହିବେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରା। ମୁମ୍ବଇର ଏକ କୋର୍ଟ ଆଜି ରାଜ କୁନ୍ଦ୍ରାଙ୍କ ଓ ତାଙ୍କ ସହଯୋଗୀ ରିୟାନ ଥର୍ପେଙ୍କ ପୁଲିସ ହେପାଜତରେ ରହିବା ଅବଧିକୁ ବୃଦ୍ଧି କରିଛନ୍ତି। ଉଭୟଙ୍କୁ ଏବେ ଜୁଲାଇ ୨୭ ତାରିଖ ଯାଏ ପୁଲିସ ହେପାଜତକୁ ପଠାଯାଇଛି।

Show More
Back to top button