ଅପରାଧନ୍ୟୁଜ୍ରାଜ୍ୟ

କେବିଏନ ଗ୍ୟାଙ୍ଗ ମୁଖ୍ୟ ବୁବୁ ଘରେ ଚଢ଼ାଉ

ସତ୍ୟଶିଖା(ଭୁବନେଶ୍ୱର ୧୦.୧୧ .୨୦୨୧: କେବିଏନ ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନା ଘରେ ଚଢ଼ାଉ ହୋଇଛି । ପୋଖରୀପୁଟ ଭଡ଼ା ଘରେ କମିଶନରେଟ୍ ପୋଲିସର ଏକ ଟିମ୍ ଚଢ଼ାଉ କରିଛି । କାଲି ଗ୍ୟାଙ୍ଗର ୨ ସଦସ୍ୟ ଚେଙ୍ଗ ଓ ସଞ୍ଜୟ ଘର ଭାଙ୍ଗିଥିଲା ପୋଲିସ । ଘର ଭାଙ୍ଗିବା ପରେ ଉଭୟ ଆତ୍ମସମର୍ପଣ କରିଥିଲେ ।

Show More
Back to top button