ସତ୍ୟଶିକ୍ଷା ୨୮.୦୯.୨୦୨୦ : କୃଷି ବିଲ୍ ଆଇନରେ ହେବା ପରିଣତ ହେବା ପରେ ବି ଥମିନି ପ୍ରତିବାଦ । ଆଜି ପଂଜାବ ଯୁବ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଦିଲ୍ଲୀରେ ବଡ଼ ଧରଣର ପ୍ରତିବାଦ କରାଯାଉଛି । ପଂଜାବ ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ଦିଲ୍ଲୀ ଇଣ୍ଡିଆ ଗେଟ୍ ସାମ୍ନାରେ ପ୍ରତିବାଦ କରିବା ସହ ଏକ ଟ୍ରାକ୍ଟରକୁ ପୋଡ଼ି ଦେଇଛନ୍ତି ।
ନୂଆ କୃଷି ଆଇନକୁ ନେଇ ତେଜୁଛି ବିରୋଧ l
