ସତ୍ୟଶିଖା (କଟକ) ୨୩/୧୧/୨୦୨୦ : ଘରୋଇ ସ୍କୁଲ ଫି’ ବୃଦ୍ଧି ମାମଲାରେ ତଥ୍ୟ ଦେବା ଲାଗି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏମଓୟୁ ଆଧାରରେ ଫି’ କମାଇବା ସପକ୍ଷରେ ଅଛନ୍ତି ରାଜ୍ୟ ସରକାର । ତେବେ ସତ୍ୟପାଠ ଜରିଆରେ ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡିସେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ଘରୋଇ ସ୍କୁଲ ଫି’ କମାଇବା ମାମଲା
