ନ୍ୟୁଜ୍ରାଜ୍ୟ

ଖୋର୍ଦ୍ଧାର ବିଭିନ୍ନ ପଥର ଖଣିରେ ପୋଲିସର ରେଡ୍

ସତ୍ୟଶିଖା ୧୯/୦୩/୨୦୨୫ : ଖୋର୍ଦ୍ଧା ଶରଧାପୁରରେ ବଡ ଧରଣର ରେଡ୍‌ । ମଙ୍ଗଳବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଏସ୍‌ପିଙ୍କ ନିର୍ଦ୍ଦେଶରେ ଖୋର୍ଦ୍ଧା ପୋଲିସର ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ପଥର ଖଣି ଉପରେ ଅଚାନକ ରେଡ୍‌ କରିଛି । ଚଢାଉ ସମୟରେ ୩୦ରୁ ଅଧିକ ଟ୍ରକ, ଟ୍ରାକ୍ଟର, ହାଇୱା ଗାଡି ଓ କଟର ମେସିନ ସହ ୧୦ରୁ ଅଧିକ ବାଇକ ଜବତ କରାଯାଇଛି । ଦୀର୍ଘ ବର୍ଷ ହେଲା ଏଠାରେ ବେଆଇନ ଖଣି ଚାଲୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଆସୁଥିଲେ ।

Show More
Back to top button